ରୁଦ୍ରେଶ୍ଵର ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲାର ଛିନ୍ ଛାନ୍ ଡୁଙ୍ଗୁରି ସ୍ଥିତ ଯୋଗ ବିହାର ପରିସରରେ ଶ୍ରୀ ଶ୍ରୀ ରୁଦ୍ରେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏଥିସହ ଅଷ୍ଟ ପ୍ରହରୀ ନାମ ଯଜ୍ଞର ଅଧିବାସ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes