ରୁଦ୍ଧଦ୍ବାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ: ବିଜୟ ପଟ୍ଟନାୟକ

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆଜି ରାଜ୍ୟ ଶାସନ ଉପରେ ବର୍ଷିବା ସହ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ, ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି, ଛୋଟ ଛୋଟ ଠିକା କାମ ବି ବାହାର ଲୋକଙ୍କୁ ଦିଆଯାଉଛି।

ଓଡ଼ିଶାରେ ନିଯୁକ୍ତିର ଘୋର ଅଭାବ, ବେରୋଜଗାରୀ ବଢୁଛି, ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି, କେତେ ଲୋକ ଦାଦନ ଯାଇଛନ୍ତି, ସରକାରଙ୍କ ପାଖରେ ତଥ୍ୟ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes