ରିୟାଲିଟି ଶୋ’ରେ ପୁରସ୍କୃତ ହେଲେ ଏହେସାସ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବହୁମୁଖି ପ୍ରତିଭା ସମ୍ପନ୍ନ ଯୁବକ ଏହେସାସ ହୋତା କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁଗରି ବିଦ୍ୟାକୁ ନେଇ ସେ ଚର୍ଚ୍ଚାକୁ ଆସିଥାନ୍ତି ।

ଏଥର ଜି-ସାର୍ଥକ ଦ୍ୱାରା କଟକର ଜଗତପୁରଠାରେ ଅନୁଷ୍ଠିତ ମେଗା ରିୟାଲିଟି ଶୋ ‘ପ୍ରତିଭା ର ଦାଦାଗିରି’ କାର୍ଯ୍ୟକ୍ରମରେ ଭାଗନେଇ ଗ୍ରାଣ୍ଡ ଫାଇନାଲକୁ ପ୍ରବେଶ କରିବା ସହ ତେଲେଣ୍ଟ ଷ୍ଟୋରୀ ପ୍ରତିଯୋଗିତାରେ ସେ ବିଜେତା ଘୋଷିତ ହୋଇଥିବାବେଳେ ଦାଦାଗିରି ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଛନ୍ତି । ଗ୍ରାଣ୍ଡ ଫାଇନାଲ ଏପିସୋଡଟି ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାନେଇ ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version