ସମ୍ବଲପୁର ସର୍କଲ ଜେଲ୍ରୁ ୧୫ ଦିନିଆ ରିମାଣ୍ଡରେ ନେଲା ରାଜସ୍ଥାନ ପୋଲିସ। ରାଜସ୍ଥାନ ଜୟପୁରରେ ଥିବା ଏକ ମାମଲାରେ ସୁବୋଧକୁ ରିମାଣ୍ଡରେ ନେଲା। ମଣପୁରମ୍ ଫାଇନାନ୍ସ ଲିମିଟେଡ୍ ଡକାୟତିରେ ମୁଖ୍ୟ ଅଭିଯୁକ୍ତ ସୁବୋଧ। ଗତବର୍ଷ ଜାନୁଆରୀ ୩ରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା ୨୮ କେଜି ସୁନା।
Credible Local News of Odisha