ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆଜି ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଗ୍ରାହକଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଅତିଥି ଭାବେ କେନ୍ଦ୍ର ରାଷ୍ଟମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟିତ କରିଥିଲେ। ବର୍ତ୍ତମାନ ସମୟରେ ନକଲି ନୋଟକୁ କିପରି ଜାଣିବେ ଓ ବ୍ୟାଙ୍କ ମାନଙ୍କରୁ ଋଣ କିପରି ସହଜରେ ପାଇ ପାରିବେ ସେନେଇ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନ କରିଥିଲେ।