ରାୟଗଡା ଅବକାରୀ ଅଧିକ୍ଷକ ଗିରଫ, ସ୍ୱାମୀ ମାହାଙ୍ଗା ଆଇଆଇସି ଚମ୍ପଟ

ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ମାହାଙ୍ଗା ଥାନା ଆଇଆଇସିଙ୍କୁ ମଧ୍ୟ ଭିଜିଲାନ୍ସ ନିକଟରେ ହାଜର ହେବାଜୁ ନିର୍ଦ୍ଦେଶ ଦିଆଯାଇଛି l

ଗତକାଲି ରାତିରେ ନିନା ରାୟଗଡାରୁ ଆସୁଥିବା ବେଳେ ଗାଡିକୁ ପିଛା କରି ଖୋର୍ଦ୍ଧା ନିକଟରେ ତାଙ୍କ ଗାଡ଼ିରୁ 6 ଲକ୍ଷ ଟଙ୍କା ନଗଦ ଭିଜିଲାନ୍ସ ଜବତ କରିଥିଲା l ପରେ ତାଙ୍କ ମାହାଙ୍ଗା ସ୍ଥିତ ଘରେ ଚଢ଼ାଉ ବେଳେ ସ୍ୱାମୀ ଯେକି ମାହାଙ୍ଗା ଥାନାର ଆଇଆଇସି ଅଛନ୍ତି, ସେ ତାଲା ପକାଇ ଚମ୍ପଟ ମାରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes