ରାୟଗଡ଼ା ଡିଏଫ୍ଓ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କୁ ଗିରଫ କଲା ଭିଜିଲାନ୍ସ।

ଗତକାଲି ଏକାଧିକ ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version