ରାୟଗଡ଼ାରେ ନୂଆ ଡିଭିଜନ୍‌ ନେଇ ରେଲୱେ ପକ୍ଷରୁ ବିଜ୍ଞପ୍ତି

ଇଷ୍ଟ କୋଷ୍ଟ ରେଲୱେ ଅଧୀନରେ କାମ କରିବ ନୂଆ ରାୟଗଡ଼ା ଡିଭିଜନ୍‌।ନୂଆ ରାୟଗଡ଼ା ଡିଭିଜନ୍‌ ଅଧୀନରେ ମୋଟ୍‌ ୬୯୬ କିମି ରେଳପଥ ରହିବ।ଆସନ୍ତା ଜୁନ୍‌ ୧ ତାରିଖରୁ କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଛି ରେଲୱେ।

ସମ୍ବଲପୁର, ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ସହ ରାୟଗଡ଼ାରେ ନୂଆ ଡିଭିଜନ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes