ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ୨ ଅଧିକାରୀ

ରାୟଗଡ଼ା ହୋଟେଲରେ ରୁଷୀୟ ସାଂସଦଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ୨ ଅଧିକାରୀ।

ହୋଟେଲରେ ସିସିଟିଭି ଯାଞ୍ଚ ସହ ଜିଲ୍ଲା ପୁଲିସ ସାଥିରେ ଆଲୋଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version