ରାୟଗଡ଼ାରେ କଙ୍ଗାରୁ କୋର୍ଟ ଘଟଣାରେ ତଦନ୍ତ କରିବ କମିଟି

ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନର ୪ ଜଣିଆ କମିଟି ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା।

ଟିମ୍‌ରେ ବିଡିଓ, ସିଡିପିଓ, ତହସିଲଦାର ଓ SSSO ସାମିଲ ଅଛନ୍ତି। ୨ ଦିନ ମଧ୍ୟରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌। କେଉଁ ପରିସ୍ଥିତିରେ ଏଭଳି ଘଟଣା ହେଲା ତଦନ୍ତ ହେବ। କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁର ଘଟଣା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes