ରାହୁଲ ଗାନ୍ଧୀ ବିଚାରମଞ୍ଚ ସୋନପୁର ଜିଲ୍ଲା ସଭାପତି ହେଲେ ଶ୍ରୀନିବାସ ଖମାରୀ

ରାହୁଲ ଗାନ୍ଧୀ ବିଚାର ମଞ୍ଚ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ଭାବରେ ବିନିକା ବ୍ଲକ ଅନ୍ତର୍ଗତ ସିଲାଟୀଗ୍ରାମର ଶ୍ରୀନିବାସ ଖମାରୀ ନିଯୁକ୍ତି ପାଇଥିବାରୁ ତାଙ୍କ ଶୁଭେଚ୍ଛୁ ମହଲରେ ଆନନ୍ଦ ଖେଳିଯାଇଛି ।

କାର୍ଯ୍ୟାଳୟ ପତ୍ରସଂଖ୍ୟା ୫୨୬ ତା୨୭/୭ରେ ଉକ୍ତ ସଂସ୍ଥାର ଇନଚାର୍ଜ ଭିକାଶ ବଶିଷ୍ଠ ସୂଚନା ଦେବାପରେ ଶ୍ରୀ ଖମାରୀ ରାହୁଲ ଗାନ୍ଧୀ ଓ ବରିଷ୍ଟ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୫ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଟିତ ହେବାକୁ ଥିବା ବୈଠକରେ ସମସ୍ତ ୩୦ଜିଲ୍ଲାର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀଖମାରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes