ରାହୁଲ ଗାନ୍ଧିଙ୍କୁ ସମର୍ଥନ କରି ଓଡ଼ିଶାରେ କଂଗ୍ରେସର ଆନ୍ଦୋଳନ

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଇଡିରେ ହାଜର ହେବାକୁ ଯାଉଥିବା ବେଳେ ଏହାର ପ୍ରତିବାଦ କରି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ଇଡି ଅଫିସ୍ ଆଗରେ କଂଗ୍ରେସ ଆନ୍ଦୋଳନ କରିଛି।

ଇଡିର ପଦକ୍ଷେପ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛି କଂଗ୍ରେସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes