ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ରାଜନୀତି ନେଇ ଇଡି ଦ୍ୱାରା ବାରମ୍ବାର ଜେରା କରାଯାଉଥିବା ଅଭିଯୋଗ କରି ଆଜି ଅନୁଗୁଳ ଜିଲ୍ଲା ତାଳଚେର କଂଗ୍ରେସ ପକ୍ଷରୁ ତାଳଚେର ହାଟତୋଟା ସ୍ଥିତ ପୋଷ୍ଟ ଅଫିସ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।