ରାସ୍ତା ତଳକୁ ଖସିଲା ସ୍କୁଲ୍‌ ଭ୍ୟାନ; ୧୩ ଆହତ

ପାରାଦୀପ ଗଡ଼ରୁ କୁଜଙ୍ଗ ଅଗପାଳ ଯିବା ବାଟରେ ସନ୍ତରାଗଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଛି ସ୍କୁଲ୍‌ ଭ୍ୟାନ।

ଭ୍ୟାନ୍‌ରେ ଥିବା ୧୧ ପିଲାଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି।ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ୍‌ ନେଇଛି ଅଗ୍ନିଶମ ବାହିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes