ରାସ୍ତା କାମ ଅଧାପନ୍ତରିଆ, ଯାତାୟାତ ରେ ଅସୁବିଧା

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର -ଅମରପାଲି ରାସ୍ତା ର ହରିହର ଯୋର ପୋଲୋ ଠାରେ ଶହେ ମିଟର ମୁରୁଶୁଣ୍ଢୀ ପଟକୁ ପିଚୁ କରାଯାଇନାହିଁ, ତେଣୁ ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଛି ତେଣୁ ଶୀଘ୍ର ଉକ୍ତ ରାସ୍ତା କୁ ପିଚୁ କରାଯାଉ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes