ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର -ଅମରପାଲି ରାସ୍ତାର ହରିହର ଯୋର ପୋଲୋ ଠାରେ ଶହେ ମିଟର ମୁରୁଶୁଣ୍ଢୀ ପଟକୁ ପିଚୁ କରାଯାଇନାହିଁ।
ତେଣୁ ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଛି ତେଣୁ ଶୀଘ୍ର ଉକ୍ତ ରାସ୍ତାକୁ ପିଚୁ ସମ୍ପୂର୍ଣ କରିବାକୁ ଜନ ଶୁଣାଣି ପୋଟାଲରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି।