ରାସ୍ତା କଡ଼କୁ ଓଲଟିଲା ସରକାରୀ ବସ

ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁରରେ ଏହି ଦୁର୍ଘଟଣା ଘଟିଛି।

ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version