ବାଲିଅନ୍ତାରେ ପିଟିପିଟି ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣାର ପ୍ରତିବାଦ କରି ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ। ଫୁଲନଖରା-ନିଆଳି ରାସ୍ତା ମୌଜପୁରରେ ରାସ୍ତା ଅବରୋଧ କରିଛନ୍ତି। ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରିଥିବା ସୂଚନା ରହିଛି।
Credible Local News of Odisha