ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଚୌଦ୍ୱାର ନୁଣ୍ଟିକିରି ଛକ ନିକଟ ରାସ୍ତାକଡ଼ରୁ
ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।

ମୃତ ଯୁବକ OTM ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ୱାଳ ବୋଲି ଜଣାପଡିଛି । ହତ୍ୟା ସନ୍ଦେହରେ ଚୌଦ୍ୱାର ପୁଲିସର ତଦନ୍ତ ଆରମ୍ଭ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes