ରାଷ୍ଟ୍ରୀୟ ସମ୍ମାନରେ ହେବ ରଜତଙ୍କ ଶେଷକୃତ୍ୟ

ଆଜି ହୃଦଘାତରେ ପଦ୍ମଶ୍ରୀ ରଜତ କରଙ୍କର ପରଲୋକ ଖବର ପାଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ସମେତ ପ୍ରମୁଖ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l

ଆସନ୍ତାକାଲି ରାଷ୍ଟ୍ରୀୟ ସମ୍ମାନର ସହ ରଜତ କରଙ୍କ ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes