ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପଦ୍ମ ବିଭୂଷଣ ଡ. ସୁଦର୍ଶନ ସାହୁ

ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପଦ୍ମ ବିଭୂଷଣ ବିଶିଷ୍ଟ ଶିଳ୍ପୀଗୁରୁ ଡ. ସୁଦର୍ଶନ ସାହୁ l

ଏହି ସୌଜନ୍ୟମୂଳକ ସାକ୍ଷାତ କାଳରେ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହିତ ଏକ ଉପହାର ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version