ରାଷ୍ଟ୍ରପତିଙ୍କ ଗାଁସ୍କୁଲରୁ ଆରମ୍ଭ ହେଲା 5ଜି ସେବା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ସ୍କୁଲରୁ 5ଜି ସେବା ଆରମ୍ଭ ହୋଇଛି।

ନୂଆଦିଲ୍ଲୀର ପ୍ରଗତି ମଇଦାନରେ 5ଜି ଯୁଗର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes