ରାଷ୍ଟ୍ରପତିଙ୍କ ଗସ୍ତ ନେଇ ୨ ଜିଲ୍ଲାରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ବାଲେଶ୍ୱରରେ ୩୦ ଓ ମୟୂରଭଞ୍ଜରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ରେ ବାଲେଶ୍ୱର ୪, ୫, ୬ରେ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି।
Credible Local News of Odisha