ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା

କେଉଁ ସମୟରେ କେଉଁ ରାସ୍ତାରେ ସାଧାରଣ ଯାନ ଚଳାଚଳ ମନା ସୂଚନା ଜାରି ହୋଇଛି। ଆଜି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ପର୍ଯ୍ୟନ୍ତ ଏୟାରପୋର୍ଟରୁ ଏଜି ଛକ ମନା କରାଯାଇଛି। କାଲି ସକାଳ ୮ଟା ୧୫ରୁ ୮ଟା ୪୫ ଲୋକଭବନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ମନା ହୋଇଛି। ୬ ତାରିଖ ଅପରାହ୍ନ ୧ଟା, ୩ଟା ୫୫, ସନ୍ଧ୍ୟା ୫ଟା ୧୫ ପାଇଁ ମଧ୍ୟ କଟକଣା ଲାଗିଛି। ୭ ତାରିଖ ସକାଳ ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଲୋକଭବନରୁ ଏୟାରପୋର୍ଟ ମନା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes