ରାମେଶ୍ଵର ମନ୍ଦିରରେ ଭକ୍ତମାନଙ୍କ ଭିଡ

ସୁବର୍ଣ୍ଣପୁର ଜିଲ୍ଲା ସଦର ରାମେଶ୍ଵର ମନ୍ଦିରରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଉପଲକ୍ଷେ ଭକ୍ତମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।

ଭକ୍ତମାନେ ଲମ୍ବା ଧାଡିରେ ଶାନ୍ତି ଶୃଙ୍ଖଳା ସହ ଦର୍ଶନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes