ରାମପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଭାନୁଶଙ୍କର

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନାରେ ଆଜି ଭାନୁଶଙ୍କର ଯାଦବ ନୂତନ ଥାନା ଅଧିକାରୀ ଭାବରେ ଯୋଗ ଦେଇଛନ୍ତି ।

ଏହା ପୂର୍ବରୁ ସେ ଡୁଙ୍ଗୁରିପାଲିରେ କାର୍ଯ୍ୟରତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes