ରାମଚନ୍ଦ୍ରଙ୍କ ୫ ହତ୍ୟାକାରୀ ଙ୍କୁ ଫାଶୀ ଦଣ୍ଡାଦେଶ

ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରଜାଜ ଆଜି ବହୁ ଚର୍ଚ୍ଚିତ ଘସିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲା ର ଶୁଣାଣି କରି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି ।

ସମୁଦାୟ ୫୩ ଜଣ ସାକ୍ଷୀ ଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ କୁ ଆଧାର କରି ଏହି ଦଣ୍ଡାଦେଶ କରିଛନ୍ତି। ଦୋଷୀ ମାନେ ହେଲେ ସଞ୍ଜୟ ପୃଷ୍ଟି, ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ । ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ ଟାରେ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତ ଗୋଡ ହାଣୀ ଆତଙ୍କ ଖେଳିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes