ରାମକୃଷ୍ଣଙ୍କୁ ଆଣିବା ପାଇଁ ଗୋପପୁରକୁ ଅକ୍ରୁର ଗମନ

ସୋନପୁର ଜିଲ୍ଲା ଅନ୍ତର୍ଗତ ସିଆଲି ଧନୁଯାତ୍ରାରେ ଆଜି କଂସ ମହାରାଜାଙ୍କ ପ୍ରେରଣାରେ ଅକ୍ରୁର ମଧୁରା ଗମନ ରାମକୃଷ୍ଣଙ୍କୁ ଧନୁଯାତ୍ରାକୁ ଆଣିବା ପାଇଁ l

କଂସ ଦରବାରରେ ନାରାୟଣ ଭୋଇ ଓ ହିମାଂଶୁ ମେହରଙ୍କ ପୁତ୍ର କୁ ମଇଁତ୍ର ବସାଇଲେ କଂସ ଏବଂ ସମସ୍ତ ଦର୍ଶକ ମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ ପ୍ରାୟ ୪ହଜାରରୁ ଊର୍ଦ୍ଧ୍ୱ ଲୋକ କଂସ ଦରବାରରେ ଯୋଗଦାନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes