ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତିରେ ପରିବର୍ତ୍ତନ ନେଇ ମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିଛି । ଏଥିରେ ଉଲ୍ଲେଖ ଅଛି ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମନ୍ଦିର ମହାଦୀପ।
ଭୋର ସାଢେ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି।
Credible Local News of Odisha