ରାତିରେ କାନ୍ଥ ପଡି ନାବାଳକ ମୃତ

ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟ ବଜାର ଅଞ୍ଚଳରେ ଗୋଟିଏ ପରିବାର ଘରର କିଛି ଅଂଶ ଭାଙ୍ଗି ନୂଆ ନିର୍ମାଣ କରୁଥିଲେ l ପରିବାର ସଦସ୍ୟ ମାନେ ଅନ୍ୟ ଅର୍ଦ୍ଧେକରେ ରହୁଥିଲେ l

ଗତକାଲି ବିଳମ୍ବିତ ରାତିରେ ନିର୍ମାଣାଧୀନ କାନ୍ଥ ଭୁଶୁଡି ପଡିବାରୁ ପରିବାରର ଜଣେ ନାବାଳକର ମୃତ୍ୟୁ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes