ଭୁବନ ଏନଏସି ଅଧ୍ୟକ୍ଷଙ୍କୁ ବହିଷ୍କାର ନିର୍ଦ୍ଦେଶ ପ୍ରସଙ୍ଗରେ ସରକାରଙ୍କୁ ଝଟ୍କା ମିଳିଛି। ଶୁଭେନ୍ଦୁ ସାହୁଙ୍କ ବହିଷ୍କାର ନିର୍ଦ୍ଦେଶକୁ ରଦ୍ଦ କହିଛନ୍ତି ହାଇକୋର୍ଟ।
ଦାୟିତ୍ୱରେ ଅବହେଳା ଅଭିଯୋଗରେ ଶୁଭେନ୍ଦୁଙ୍କୁ ବହିଷ୍କାର କରିଥିଲେ ସରକାର।
Credible Local News of Odisha