ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପୁଣି ଭର୍ତ୍ସନା କରିଛି।
ସରକାରୀ ଅଧିକାରୀ ଜାଣିଶୁଣି ସମୟ ନଷ୍ଟ କରୁଥିବା କହିଲେ NGT।ଅଧିକାରୀମାନେ ତଥ୍ୟ ଉପସ୍ଥାପନ ନକରି ସମୟ ନଷ୍ଟ କରୁଛନ୍ତି ବୋଲି କହିଲେ NGT। ମାମଲାର ସମାଧାନ ପାଇଁ ମଧ୍ୟ ଆନ୍ତରିକତା ଦେଖାଉ ନାହାନ୍ତି। ତଥ୍ୟ ନ ଦେବାରୁ ଚନ୍ଦକା ବନ ଅଧିକାରୀଙ୍କୁ ଜରିମାନା କରାଯାଇଛି।