ରାଜ୍ୟ ସଂଗ୍ରହାଳୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଆଜି ରବିବାର ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ l

ସଂଗ୍ରହାଳୟ ପକ୍ଷରୁ ବରିଷ୍ଠ କ୍ୟୁରେଟର ଶୁଚିସ୍ମିତା ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ଗ୍ୟାଲେରୀ ବୁଲାଇ ଦେଖାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version