ରାଜ୍ୟ ସଂଗ୍ରହାଳୟରେ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ

ଓଡିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜିଠାରୁ ରାଜ୍ୟ ସଂଗ୍ରହାଳୟ ପରିସରରେ ଆରମ୍ଭ ହୋଇଛି କଣ୍ଢେଇ ଉତ୍ସବ l କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଯୋଗ ଦେଇଥିଲେ l.

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version