ରାଜ୍ୟ ମେଡିକାଲ ନିଗମର ଏମଡି ହେଲେ ପୋମା ଟୁଡୁ

ରାଜ୍ୟ ସରକାର ଅଦଳବଦଳ କ୍ରମରେ ନୟାଗଡ଼ର ଜିଲ୍ଲାପାଳ ତଥା 2012 ବ୍ୟାଚର ଆଇଏଏସ ପୋମା ଟୁଡୁଙ୍କୁ ଆଜି ଓଡିଶା ରାଜ୍ୟ ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes