ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୨ଟି ସଂସଦୀୟ କ୍ଷେତ୍ର କର୍ମକର୍ତ୍ତାଙ୍କ ବୈଠକ

୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟ କାର୍ଯ୍ୟାଳୟରେ ୧୨ଟି ସଂସଦୀୟ କ୍ଷେତ୍ର କର୍ମକର୍ତ୍ତାଙ୍କ ବୈଠକ ଚାଲିଛି।

କେନ୍ଦ୍ରୀୟ ସଚିବ ହରିଶ ଦ୍ୱିବେଦୀ ଓ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତ ବୈଠକ ଚାଲିଛି। ୨୦୧୯ରେ ହାରିଥିବା ସଂସଦୀୟ କ୍ଷେତ୍ର ଉପରେ ଫୋକସ୍ ଦେଇଛି ଦଳ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version