ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ

ଓଡିଶା ବିଜେପିର ନୂଆ ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ଦାୟିତ୍ୱଦିଆଯାଇଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି l
ଏଥି ସହ ତାଙ୍କୁ ପଶ୍ଚିମବଙ୍ଗ ଓ ତେଲଙ୍ଗନାର ଦାୟିତ୍ୱ ମଧ୍ୟ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes