ରାଜ୍ୟ ବାହାରେ ୧୫୩ ଶ୍ରମିକ ମୃତ

୩ ବର୍ଷରେ ରାଜ୍ୟର ୧୫୩ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି।ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

ବିଭିନ୍ନ ରାଜ୍ୟରୁ ୧୪୩ ଓ ବିଭିନ୍ନ ଦେଶରୁ ୧୦ ମୃତଦେହ ଫେରିଛି। କଳାହାଣ୍ଡିରୁ ସର୍ବାଧିକ ୨୯ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version