ରାଜ୍ୟ ପୁଲିସ ସେବା କ୍ଷେତ୍ରରେ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦେବା ନେଇ ନିଷ୍ପତ୍ତି ହୋଇନି: ଗୃହ ରାଷ୍ଟ୍ରମନ୍ତ୍ରୀ

ରାଜ୍ୟ ପୁଲିସ ସେବା କ୍ଷେତ୍ରରେ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦେବା ନେଇ ଏଯାଏଁ ନିଷ୍ପତ୍ତି ହୋଇନ ଥିବା ବେଳେ ରାଜ୍ୟ ସରକାର ବିଚାରବିମର୍ଶ କରି ଭଲ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

୧୭-୧୮ ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳୁଥିବାରୁ ସୁବିଧା ହେବ।
ଫେରିବା ପରେ ଅନ୍ୟ ସ୍ଥାନରେ ନିଯୁକ୍ତି ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes