ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପୂର୍ବରୁ ଫୁଲଡ୍ରେସ ରିହରସାଲ

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ ଚାଲିଥିବା ବେଳେ ଆଜି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଡିଜିପି ସୁନୀଲ ବଂଶଲ।

ସୁରକ୍ଷା ବ୍ୟବସ୍ଥା ତଦାରଖ ପରେ ଡିଜିପି କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ପୂରା ରାଜ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଧିକ ସତର୍କ ରହିଛୁ, ସୀମାବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖାଯାଇଛି କହିଛନ୍ତି ଡିଜିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes