ରାଜ୍ୟସ୍ତରୀୟ ଯୁକ୍ତ ୨ ବକ୍ସିଂରେ ସ୍ଵର୍ଣ୍ଣ ପଦକ

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗୀତାରେ ସୁବର୍ଣ୍ଣପୁର ଜିଲ୍ଲାର ଛାତ୍ରୀ ଶାନ୍ତି ଭୋଇ ୪୫ କି.ଗ୍ରା ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣି ଜାତିୟସ୍ତରକୁ ମୋନାନିତ ହୋଇଛନ୍ତି l

ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁହ ଛୁଟୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes