ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ଝାରସୁଗୁଡାକୁ ସଫଳତା

ଭୁବନେଶ୍ୱର ସ୍ଥିତ ପୁମା ସ୍ପୋର୍ଟସ୍ କମ୍ପ୍ଲେସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୨୮ତମ ଉଷୁ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା କୁ ମିଳିଛି ସଫଳତା ।

ଏହି ପ୍ରତିଯୋଗିତାରେ ୧୫ଟି ଜିଲ୍ଲାରୁ ୨୮୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ଝାରସୁଗୁଡା ଜିଲ୍ଲାର ଥିଲେ ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିଯୋଗୀ ମାନେ ଗୋଟିଏ ସ୍ବର୍ଣ୍ଣ ଓ ତିନିଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଚ ପଦକ ଜିତିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version