ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ

ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି, ଜଣେ କମନ୍‌ କ୍ୟାଣ୍ଡିଡେଟ୍‌ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିଲା।

ନବୀନ ବାବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଉଚିତ ପଦକ୍ଷେପ ନେଇଛନ୍ତି। ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ୍‌ ଦେବା ସ୍ବାଗତଯୋଗ୍ୟ। ଡା. ଦତ୍ତେଶ୍ବର ଜଣେ ଯୋଗ୍ୟ ପ୍ରାର୍ଥୀ, ଭଲ କାମ କରିଛନ୍ତି କହିଛନ୍ତି ପିସିସି ସଭାପତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes