ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂତୃପ୍ତ ମିଶ୍ର ଓ ଡା ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛି ଦଳ।
ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ବର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ କହିଛନ୍ତି ନବୀନ।
Credible Local News of Odisha