ଗଣମାଧ୍ୟମକୁ ଏହା ସ୍ପଷ୍ଟ କରିଛନ୍ତି ଦିଲ୍ଲୀପ ରାୟ। ୫ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବି, କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ସହ ଆଲୋଚନା ହୋଇଛି। ପୂର୍ବରୁ ଥରେ ବିଜେଡିକୁ ଚକ୍ମା ଦେଇ ରାଜ୍ୟସଭା ଯିବାର ଅଭିଜ୍ଞତା ରହିଛି କହିଛନ୍ତି ଦିଲ୍ଲୀପ ରାୟ।
Credible Local News of Odisha