ବିଜେଡି ବିଧାୟକଙ୍କୁ ଚିଠି ଲେଖି ହ୍ବିପ୍ ମାନିବାକୁ କଡା ନିର୍ଦ୍ଦେଶ ଦେବା ସହ ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସଂଧ୍ୟା ୫ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଟ୍ରେନିଂରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି। ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଉପସ୍ଥିତି ବାଧ୍ୟତାମୂଳକ କହିଛନ୍ତି ବିଜେଡି ସୁପ୍ରିମୋ।