ରାଜ୍ୟସଭା ନିର୍ବାଚନରେ ବିଜେପି ସଫଳ ହେବନି: ଅରୁଣ ସାହୁ

ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନାହିଁ, କାର୍ଯ୍ୟକ୍ରମ ନ ଥାଇ ଶାହ ଆସିଲେ। ୨ ବର୍ଷରେ ଓଡ଼ିଶାରେ କିଛି କାମ ହୋଇନାହିଁ, ତାଙ୍କ ଦଳରେ ଅସନ୍ତୋଷ ଅଛି, ରାଜ୍ୟସଭା ନିର୍ବାଚନରେ ପାନେ ଦେବାକୁ ବିଜେପି ନେତା ପ୍ରସ୍ତୁତି କରୁଛନ୍ତି। ଯାହାକୁ ଶୁଣି ଶାହ ଓଡ଼ିଶା ଆସିଥିଲେ ନେତାଙ୍କୁ ବୁଝାଇବାକୁ କହିଛନ୍ତି ଅରୁଣ।’

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes