ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍ ଦାୟିତ୍ୱ ଦିଆଯାଇଛି। ବିଦ୍ୟାଧର ମାଝୀ ଯୁଗ୍ମ ସଚିବ ସହାୟକ ରିଟର୍ଣ୍ଣିଂ ଅଫିସର୍ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଜୁନ୍ ୮ରେ ନାମାଙ୍କନ ଦାଖଲ ଶେଷ ତାରିଖ ଥିବାବେଳେ ୨୦ରେ ଭୋଟ୍। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଅନୁଷ୍ଠିତ ହେଉଛି ରାଜ୍ୟସଭା ଉପନିର୍ବାଚନ।