ରାଜ୍ୟର ୯ଟି ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା

ଏ ନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୧, ସୁନ୍ଦରଗଡ଼ରେ ୪ଟି, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ କେନ୍ଦୁଝରରେ ୨ଟି ଲେଖାଏଁ ମାମଲା ରୁଜୁ ହୋଇଛି।

ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes