ରାଜ୍ୟର ୪୩୬ ପଞ୍ଚାୟତରେ ନାହିଁ ହାଇସ୍କୁଲ : ବିଭାଗୀୟ ମନ୍ତ୍ରୀ

ବିଧାନସଭାରେ ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

ରାଜ୍ୟରେ ମୋଟ ୮୦୭୬ଟି ହାଇସ୍କୁଲ ଅଛି, ହାଇସ୍କୁଲ ନଥିବା ପଞ୍ଚାୟତରେ ୟୁପି ସ୍କୁଲକୁ ହାଇସ୍କୁଲ ଭାବେ ଉନ୍ନୀତ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version